ଦିଲ୍ଲୀରେ ସିଏଏ ନିଆଁ: ୮ ରାଉଣ୍ଡ ଗୁଳି ଚଳାଇଥିବା ଶାହରୁଖକୁ ଅଟକ ରଖିଛି ପୁଲିସ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସୋମବାର ଦିନ ୮ ରାଉଣ୍ଡ ଗୁଳିଚାଳନା କରିଥିବା ଯୁବକଙ୍କୁ ଅଟକ ରଖିଛି ପୁଲିସ । ଏହି ଯୁବକଙ୍କ ନାମ ଶାହରୁଖ ବୋଲି ଜଣାପଡିଥିବାବେଳେ ସ୍ଥାନୀୟ ଅଂଚଳରେ ଏହି ଯୁବକ ରହୁଥିବାର ଜଣାପଡିଛି | ଗତକାଲି ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଯାହାର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉକ୍ତ ଯୁବକ ହାତରେ ବନ୍ଧୁକ ଧରି ଫାୟାରିଙ୍ଗ୍ କରୁଥିବା … Continue reading ଦିଲ୍ଲୀରେ ସିଏଏ ନିଆଁ: ୮ ରାଉଣ୍ଡ ଗୁଳି ଚଳାଇଥିବା ଶାହରୁଖକୁ ଅଟକ ରଖିଛି ପୁଲିସ